Tata Yodha ଏହିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ସଫଳତା ପଥରେ ସମସ୍ତ ପ୍ରତିବନ୍ଧକ ଅତିକ୍ରମ କରି ସେମାନଙ୍କର ଆଶାଆକାଂକ୍ଷ୍ୟା ପୁରଣ ପାଇଁ ଅଗ୍ରସର ହୋଥାନ୍ତି । Tata Yodha ଏହାର ଅଦ୍ୱିତୀୟ ବିଶେଷତା ଏବଂ ଉଚ୍ଚକୋଟୀର ଇନ୍ଧନ କୁଶଳୀ ଇଞ୍ଜିନ୍ ମାଧ୍ୟମରେ ହେଭି ଡ୍ୟୁଟି କାର୍ଯ୍ୟଦକ୍ଷତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅଧିକ ଆୟ ଅର୍ଜନ ସୁନିଶ୍ଚିତ କରେ । Tata Yodha ପିକ୍ଅପ୍ ପ୍ରଶସ୍ତ କାର୍ଗୋ ଲୋଡିଙ୍ଗ୍ ଏରିଆ ପ୍ରଦାନ କରେ । ଆରାମ ରାଇଡ୍ ପାଇଁ ଥିବା ଉଚ୍ଚକୋଟୀର ସସ୍ପେନସନ୍ ଡ୍ରାଇଭର୍ର କ୍ଳାନ୍ତତା କମ୍ କରିଥାଏ ଏବଂ ଲମ୍ୱା ଏବଂ ଅଧିକ ଟ୍ରିପ୍ ସୁନିଶ୍ଚିତ କରେ । Tata Yodha ଏହାର 4x2 and 4x4 ଡ୍ରାଇଭ୍ ବିକଳ୍ପ ସହିତ ସିଙ୍ଗିଲ୍ କ୍ୟାବ୍ ଏବଂ କ୍ରିଉ କ୍ୟାବିନ ପ୍ରକାରରେ ଉପଲବ୍ଧ, ଯାହାକି ପ୍ରତ୍ୟେକ ପରିବହନ ଏବଂ ବ୍ୟବସାୟ ଆବଶ୍ୟକତା ପାଇଁ ଉପଯୁକ୍ତ ହୋଇଥାଏ । Tata Yodha ପିକ୍ଅପ୍ ନ୍ୟୁନ TCO (ଟୋଟାଲ୍ କଷ୍ଟ୍ ଓନରସିପ) ଏବଂ ପ୍ରତି ଟ୍ରିପ୍ରେ ଅଧିକ ଲାଭ ର ପ୍ରତିଶୃତି ଅଫର କରିଥାଏ । Tata Yodha ପିକ୍ଅପ୍ ରେଞ୍ଜ୍ ସେଥିରେ ବସିଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ନିରାପଦତା ପ୍ରଦାନ କରେ ଏବଂ ଆଉଜାଯାଇ ପାରୁଥିବା ଷ୍ଟିଅରିଙ୍ଗ ହ୍ୱିଲ୍ ଥିବାରୁ ଆଗପଟୁ ଧକ୍କା ପାଇଲେ ମଧ୍ୟ ଲୋଡ ହୋଇଥିବା ଜିନିଷପତ୍ର ଅଧିକତମ ଭାବରେ ନିରାପଦ ରହିଥାଏ । ଆଗରେ ଲଗାଯାଇଥିବା ଆଣ୍ଟି-ରୋଲ୍ ବାର୍ ଏବଂ ଚଉଡା ରିଅର ଆକ୍ସିଲ ଟ୍ରାକ୍ ଏହାର ସ୍ଥିରତାକୁ ବୃଦ୍ଧି କରିଥାଏ, ଫଳରେ ଏହା ସଡକରେ ଚାଲୁଥିବା ଏକ ମଜଭୁତ ଏବଂ ଷ୍ଟାଇଲିସ୍ ପିକ୍ଅପ୍ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇପାରିଛି ।
Yodha 2.0 : 2 ଟନ୍ ପେଲୋଡ ବହନ କ୍ଷମତା ଥିବା ଏହି ଶ୍ରେଣୀରେ ପ୍ରଥମ, ଏହି ଗାଡି ଓଜନିଆ-ବଡଆକାର କାର୍ଗୋ ବହନ କରି ଫାର୍ମ ରୁ ମଣ୍ଡି ଯାଇ, ସମସ୍ତ ଅଫ୍ଲୋଡିଙ୍ଗ୍ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।
We would be glad to be of service to you. We look forward to your suggestions and feedback. Kindly fill up the form below.