
ବିଶ୍ୱାସନୀୟ Tata Ace ରେଞ୍ଜ୍ 23 ନିୟୁତ ଉଦ୍ୟୋଗୀଙ୍କୁ ଶକ୍ତିଶାଳୀ କରିଛି ତା ସହିତ ବ୍ୟକ୍ତିବିଶେଷଙ୍କୁ ତାଙ୍କର ସଫଳତା ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଛି । ଭାରତର ସବୁଠାରୁ ପସନ୍ଦ କରାଯାଉଥିବା ଛୋଟ ବ୍ୟବସାୟ ଗାଡି Tata Ace ଡିଜେଲ୍, ପେଟ୍ରୋଲ ଏବଂ ସିଏନ୍ଜି ପ୍ରକାରରେ ଉପଲବ୍ଧ, ଯାହାକି ବିଭିନ୍ନ ବ୍ୟବସାୟୀକ ଆବଶ୍ୟକତା ପୁରଣ କରିବାରେ ସମର୍ଥ ହୋଇଥାଏ । Tata Ace ପରିବାର ଅଧିକ ମାଇଲେଜ, ଅଧିକ ଲାଭ, ଅଧିକ ଉତ୍ପାଦକତା ଏବଂ ଅଧିକ ସଞ୍ଜୟ ପାଇଁ ଅଳ୍ପ ପରିଚାଳନା ଖର୍ଚ୍ଚ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ସଂପୁର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରି Tata Ace ମଡେଲ 2 ବର୍ଷ/72000 କିମି ୱାରେଣ୍ଟି ଅଫର୍ କରିଥାଏ । Tata Ace Gold Diesel Plus ର ପାୱାର ସହିତ ସଫଳତା ଅନୁଭବ କରନ୍ତୁ ।
ନିଜ ପରିବହନ ବ୍ୟବସାୟ ସହିତ ସଫଳତା ହାସଲ କରନ୍ତୁ |
We would be glad to be of service to you. We look forward to your suggestions and feedback. Kindly fill up the form below.