Skip to main content
Sampoorna Seva 2.0

ସଂପୁର୍ଣ୍ଣ ସେବା 2.0

Tata Motors ରେ, ଆମେ ବିଶ୍ୱାସ କରୁ ଆପଣଙ୍କ ବ୍ୟବସାୟ ସମୃଦ୍ଧି ପାଇଁ କେବଳ ବିଶ୍ୱ ଶ୍ରେଣୀର ଟ୍ରକ୍‌ ଆପଣଙ୍କୁ ଯୋଗାଇଦେବା ଯଥେଷ୍ଟ ନୁହେଁ ବିଶେ‌ଷ ସର୍ଭିସ୍‌ ମଧ୍ୟ ଯୋଗାଇଦେବା ଆବଶ୍ୟକ ଅଟେ, ଯାହାକି କାର୍ଯ୍ୟ ସମୟ ଏବଂ ପ୍ରତିବନ୍ଧକହୀନ କାର୍ଯ୍ୟ ଦକ୍ଷତା ସୁନିଶ୍ଚିତ କରିବ । ତେଣୁ ଆପଣଙ୍କ Tata Motors ଟ୍ରକ୍‌ ଅନେକ ସୁବିଧାରେ ସୁସଜ୍ଜିତ, ଯେଉଁଥିରେ ସର୍ଭିସ୍‌ ,ସଡକ କଡ ସହାୟତା,ଇନ୍‌ସୁରାନ୍‌ସ୍‌, ଲୟାଲିଟି ଏବଂ ଆଉ ଅଧିକ ଅନ୍ତର୍ଗତ ଅଟେ । ନୂଆ ଭାବରେ କାର୍ଯ୍ୟକାରୀ କରାଯାଇଥିବା ସଂପୁର୍ଣ୍ଣ ସେବା 2.0 ମାନସିକ ଶାନ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି ଫଳରେ ଆପଣଙ୍କ ଉନ୍ନତି ପାଇଁ ହିଁ ଧ୍ୟାନ କେନ୍ଦ୍ରିଭୂତ କରିବେ ଏବଂ ସାଧାରଣ ରକ୍ଷଣାବେକ୍ଷଣରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ହେବନାହିଁ ।

Tata Motors ଦ୍ୱାରା ଆରମ୍ଭ କରାଯାଇଥିବା ସଂପୁର୍ଣ୍ଣ ସେବା ଆପଣଙ୍କ ବ୍ୟବସାୟ ପାଇଁ ଏକ ସଂପୁର୍ଣ୍ଣ କାର୍‌ ପ୍ୟାକେଜ- ଆପଣ ଗାଡି କିଣିବା ମାତ୍ରେ ଏହା ଆରମ୍ଭ ହୋଇଥାଏ ଏବଂ ଯାତ୍ରାର ପ୍ରତ୍ୟେକ ସ୍ଥଳରେ ଆପଣଙ୍କ ସହିତ ରହିଥାଏ । ଇନ୍‌ସୁରାନସ୍‌ ହେଉ କିମ୍ୱା ବ୍ରେକଡାଉନ ହେଉ, ରିୱାର୍ଡ କିମ୍ୱା ଅରିଜିନାଲ୍‌ ପାର୍ଟ ହେଉ, ରିସେଲ କିମ୍ୱା ୱାରେଣ୍ଟି, ସଂପୁର୍ଣ୍ଣ ସେବା 2.0 ସମସ୍ତ କଭର କରିଥାଏ ।

ବିଗତ ବର୍ଷରେ ଆମ ସେଣ୍ଟରକୁ ଆସିଥିବା 6.5 ନିୟୁତ କଷ୍ଟୁମର୍‌ଙ୍କ ମତାମତ ସଂଗ୍ରହ ଏବଂ ବିଶ୍ଳେଷଣ କରି ସଂପୁର୍ଣ୍ଣ ସେବା 2.0 ଭାବିଚିନ୍ତି ପ୍ରସ୍ତୁତ କରାଯାଇଛି । କଷ୍ଟୁମରଙ୍କ ଆବଶ୍ୟକତା ଅଧିକରୁ ଅଧିକ ପୁରଣ କରିବାରେ ଲଗାତାର ଭାବରେ ଚେଷ୍ଟାରତ ରହି, ଆମେ ଏଭଳି ସବୁଧା ସବୁ ଅନ୍ତର୍ଗତ କରିଛୁ, ଫଳରେ ଆପଣ ଗାଡି ସହିତ ସଡକରେ ସହଜରେ କାର୍ଯ୍ୟରତ ରହିପାରିବେ ।

ଅତିରିକ୍ତ ଭାବରେ, ଆପଣ Tata Motors ର ବିଶାଳ ନେଟୱାର୍କ୍‌ର ସୁବିଧା ପାଇପାରିବେ । 29 ରାଜ୍ୟ ସର୍ଭିସ ଅଫିସ୍‌ କଭର କରୁଥିବା 1500 ଚ୍ୟାନେଲ୍‌ ପାର୍ଟର୍ଣ୍ଣର୍‌ 250+ Tata Motors ଇଞ୍ଜିନିଅର୍‌, ଆଧୁନିକ ସୁବିଧା ସହିତ ଅତ୍ୟାଧୁନିକ ସେଣ୍ଟର ଏବଂ 24x7 ମୋବାଇଲ ଭ୍ୟାନ ଆପଣଙ୍କୁ ଯେଉଁ ସମୟରେ ଏବଂ ଯେଉଁଠାରେ ସହାୟତା ଆବଶ୍ୟକ କରିବେ, ତାହା ଉପଲବ୍‌ଧ କରାଇବା ପାଇଁ ପ୍ରସ୍ତୁତ ରହିବ ।

ଏମିତି ବି Tata Motors ଆପଣଙ୍କ ପ୍ରତ୍ୟେକ ପଦକ୍ଷେପରେ ସାଥିରେ ଅଛି ।

ମୁଖ୍ୟ ବିଶେଷତା

ୱାରେଣ୍ଟିର ମୁଖ୍ୟ ଆକର୍ଷଣ ହେଉଛି ଏହା ଦେଶସାରା Tata Motors ର ବିଶାଳ ଡିଲର୍‌ସିପ୍‌ ଏବଂ ସର୍ଭିସ୍‌ ନେଟୱାର୍କ, ସର୍ଭିସ୍‌ ସୁବିଧା ପ୍ରଦାନ କରୁଥିବା 1500+ ଟଚ୍‌ପଏଣ୍ଟ୍‌ ଆପଣଙ୍କୁ କୁଶଳ ଏବଂ ବିଶ୍ୱାସଯୋଗ୍ୟ ସର୍ଭିସ୍‌ ପ୍ରଦାନ ଅକ୍ରିବା ପାଇଁ ପ୍ରତିଶୃତି ବଦ୍ଧ-